Category: ଅପରାଧ
ପିଲାଙ୍କ ପକେଟ ରେ ବିଛୁଆତି ରଖି ହଟହଟା ପ୍ରଧାନଶିକ୍ଷକ …
ପ୍ରଧାନଶିକ୍ଷକ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯ୍ୟାତନା ଦେଇଥିବା ମାମଲା। ନିଜର ଏତାଦୃଶ କାର୍ଯ୍ୟକଳାପ ପାଇଁ ଅଭିଯୁକ୍ତ ରସିକିଆ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ ଚାକିରିରୁ ନିଲମ୍ବିତ।…
ପ୍ରେମିକର ନିର୍ଯ୍ୟାତନା ସହି ନ ପାରି ଛାତ୍ରୀ ଙ୍କ ଆତ୍ମହତ୍ୟା
ପ୍ରେମିକର ନିର୍ଯ୍ୟାତନା ସହି ନ ପାରି ବେକରେ ରସି ଲଗାଇ ଛାତ୍ରୀ ଙ୍କ ଆତ୍ମହତ୍ୟା। ନ୍ୟାୟ ପାଇଁ କୋରାପୁଟ ଟାଉନ ଥାନା ର ଦ୍ଵାରସ୍ଥ ହୋଇଛନ୍ତି ପରିବାର…
ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବା ଘଟଣା ର ମୁଖ୍ୟ ଅଭିଯୁକ୍ତ ର ଶ୍ରୀ ମନ୍ଦିର କୁ ଉଡାଇବାର ଲିଙ୍କ
ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବାକୁ ସେବାୟତ ଙ୍କୁ ଖୋଲା ଖୋଲି ଧମକ!୫୯ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ…
ଗୁହାଳ ସମ୍ପୂର୍ଣ୍ଣ , ଟଙ୍କା ଅଦୃଶ୍ୟ : ଦୁଇ ବର୍ଷ ଧରି ହିତାଧିକାରୀ ହଇରାଣ – ଗୁହାଳ ଆଗରେ ଫଳକ – ହାତ ଶୂନ୍”
ହିତାଧିକାରୀ ହଇରାଣ – ଗୁହାଳ ଆଗରେ
ମାମୁ ଘରେ ଜଗିଥିଲା ଯମ
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ଲଖଣପଲ୍ଲୀ ମାମୁ ଘର ଲେଟିନ ଘରୁ ମୃତଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ମାଇଁ ବିଦ୍ୟାଭାରତୀ ମହାରଣା କୁ ଜଗନ୍ନାଥ ପ୍ରସାଦ ପୋଲିସ ଗିରଫ କରିଛି, ମାଇଁ ନିଜ ଭାଣିଜୀକୁ ନିଜ ସାୟା ରେ ତଣ୍ଟି ଚିପି ହତ୍ୟାକରି ପଡିସା ଘର ବାରିପଟେ ପରିତ୍ୟକ୍ତ ଲେଟିନ ଘରେ ଲୁଚାଇ ରଖିଥିବାବେଳେ ପୋଲିସ ମୃତ ଦେହକୁ ଉଦ୍ଧାର କରି ମାଇଁ କୁ ଗିରଫ କରିଥିବାବେଳେ ପରିବାର ଲୋକେ ହତ୍ୟାକାରୀ କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି, ମାମୁ ଗଣେଶ ଏବଂ ମାଇଁ ବିଦ୍ୟାଭରତୀ ଦୁଇ ବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କର କୌଣସି ସନ୍ତାନ ହୋଇନଥିଲା . ଗଣେଶ ଭାଣିଜୀ ଅର୍ଚନାକୁ ନିଜ ଝିଅ ପରି ଅଧିକ ସ୍ନେହ କରୁଥିବାରୁ ଏଥିରେ ହିଂସା ପରାୟଣ ହୋଇ ଭାଣିଜୀ ଅର୍ଚନା କୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଓ.
ବୌଦ୍ଧରେ ଗଞ୍ଜେଇ ଜବତ – ଜଣେ ଗିରଫ
ବୌଦ୍ଧ ଜିଲ୍ଲାରେ ପୁଲିସର ଚଢ଼ାଉ।, ୨୫ କିଲୋ ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ମନମୁଣ୍ଡା ଥାନା ପୁଲିସ ଏପ୍ରିଲ ୧୦ ତାରିଖ ସକାଳେ…
କମର୍ଦ୍ଦା ଥାନା ସମ୍ନାରେ ଗ୍ରାମବାସୀଙ୍କ ଅନଶନ:ଵେଆଇନ ଵାଲି ଚାଲାଣ
କମର୍ଦ୍ଦା ଥାନା ସମ୍ନାରେ ଗ୍ରାମବାସୀଙ୍କ ଅନଶନ
